ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଏକ୍ବାର୍ଡଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଚି। ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚ୍ ପରେ ଚେନ୍ନାଇ ସୁପର କିଙ୍ଗସ କିଛି ବିପର୍ଯ୍ୟୟଜନକ ଖବର ପାଇଛି। ବିଜୟ ଉତ୍ସବ ମଧ୍ୟରେ ଋତୁରାଜ ଗାୟକୱାଡଙ୍କୁ ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ଜରିମାନା କରାଯାଇଛି। ଶନିବାର ମ୍ୟାଚ୍ରେ ଚେନ୍ନାଇ ଦଳ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଓଭରର କୋଟା ପୂରଣ କରିବାରେ ବିଫଳ ହୋଇଥିଲା, ଯାହା ଫଳରେ ବିସିସିଆଇ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା।