ସ୍ତ୍ରୀକୁ ନୃଶଂସ ହତ୍ୟା! ମୁଣ୍ଡ କାଟି ଫ୍ରିଜ୍‌ରେ ରଖିଲା ସ୍ୱାମୀ, ସାମ୍ନାକୁ ଆସିଲା ସତ

ଆସାମରେ ଏକ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୌହାଟିର ବଶିଷ୍ଠପୁର ଅଞ୍ଚଳର ଏକ ଫ୍ଲାଟରେ ଜଣେ ୨୫ ବର୍ଷୀୟା ବିବାହିତ ମହିଳାଙ୍କୁ ହତ୍ୟା କରା ଯିବା…