କେଲଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଧର୍ମଶାଳା ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା

ଯାଜପୁର,୫/୮ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଲେଜ ଶିକ୍ଷକ କର୍ମଚାରୀ ସମନ୍ନୟ ସମିତି ଧର୍ମଶାଳା ପକ୍ଷରୁ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ସଂଘର ସଭାନେତ୍ରୀ ସୁଜାତା ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ୬ ଦଫା ଦାବି ନେଇ ଯଥା – ଅଣ ଅନୁଦାନ ପ୍ରାପ୍ତ ୧୯୪ ଗୋଟି ବିଦ୍ୟାଳୟକୁ ଅନୁଦାନ, ଅଵସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କ ପାଇଁ ପେନ୍ ସନ୍ ବ୍ୟବସ୍ଥା, କାର୍ଯ୍ୟରତ ଶିକ୍ଷକ ମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ଭଳି ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *