ପାଚେରୀ କାମ ନିର୍ମାଣକୁ ନେଇ ଚୁଲାପାରି ଗ୍ରାମ ବାସୀଙ୍କ ଆନ୍ଦୋଳନ

କୋରାପୁଟ….କୋରାପୁଟ ଜିଲ୍ଲା ରାଜପୁଟ ପଞ୍ଚାୟତ ଅଧୀନ ରେ ଥିବା ଚୁଲାପରି ଗ୍ରମ ପାଚେରୀ ନିର୍ମାଣଙ୍କୁ ନେଇ ଗ୍ରାମ ବାସୀଙ୍କ ଆନ୍ଦୋଳନ ତିନି ଦିନ ଧରି ଜାରି ରହିଥିଲା. ଆଜି ଆନ୍ଦଳନ ର ପ୍ରତ୍ୟାର କରଚନ୍ତି. ଗ୍ରାମ ବାସୀ କହିବା ଅନୁଯାଇ ପାଚେରୀ କାମକୁଯଦି ପୁନ ର୍ବାର କରାଯାଏ ତା ହେଲେ ଆମେ ଆସନ୍ତା ଦିନ ଓୟୁଏଟି ଫାର୍ମ କାର୍ଯ୍ୟାଳୟ ସୋମ୍ମୁଖରେ ବଶି ଅନିର୍ଦ୍ଧିଷ୍ଟ କାଳ ଧାରଣା ଦେବେ ବୋଲି ଗଣମାଧ୍ୟମ କୁ ସୂଚଯନା ଦେବା ସହ ଜମି ପଟା ର ନଥି ପତ୍ର ମଧ୍ୟ୍ୟ ଦେଖାଇଥିଲେ. ଆଗାମୀଦିନ ରେ ଏହି ପଟାକୁ ନେଇ କୋର୍ଟ ରେ ଦାଖଳ କରିବେ ବୋଲି ଗ୍ରାମ ବାସି କହିଛନ୍ତି. କୋର୍ଟ ରେ ବିଚାର ଦିନ ଥବା ବେଲେ ଇଞ୍ଚେ ଜମିବି ouat ଫାର୍ମ କୁ ଦିଆଯିବ ନାହିଁ, ମରିବୁ ପଛକେ ଇଞ୍ଚେ ଜମିବି ଦେବୁବନାହିଁ ଏହିବାବଦରେ ଲିଖିତ ତହସିଲ ଦାର, ପୋଲିସ, ଏବଂ ଜିଲ୍ଲା ପାଳଙ୍କ ମଧ୍ୟ୍ୟ ଦିୟା ଜାଇ ଥିବା ହାଲ ବିସ୍ତାପିତ ସଂଘ କହିଛନ୍ତି. ଏ ଥିରେ ଯଦି ପ୍ରଶାସନ ଯୋର ଜବର ଆମୋଉପରେ ଜୁଲୁମ କରେ ତେବେ କୋଣସି ଘଟଣା ଘଟିଲେ ପ୍ରଶାସନ ଦାଈ ବୋଲି ହାଲ ବିସ୍ଥାପିତ ସଂଘ କହିଛନ୍ତି.

Leave a Reply

Your email address will not be published. Required fields are marked *