ଟିଟିଲାଗଡ଼.କିଛି ଦିନ ଆଗରୁ ଟିଟିଲାଗଡ଼ ପୌର ପରିଷଦ ୱାର୍ଡ ନମ୍ବର ୯ ଠାରେ ନୂତନ ମଦ ଦୋକାନ ପାଇଁ ଟେଣ୍ଡର ହୋଇ ଥିଲା. ଏହି ଟେଣ୍ଡର ରାଇପୁର ର ଜଣେ ମଦ ବ୍ୟବସାୟୀ ପାଇଛନ୍ତି. ସେ ୱାର୍ଡ ନମ୍ବର ୯ ହାଇସ୍କୁଲ ପଡା ଠାରେ ତାଙ୍କର ନୁଆଁ ମଦ ଦୋକାନ ଆରମ୍ଭ କରିଥିଲେ. ଆରମ୍ଭ କରିବା ଦିନ ଅବକାରୀ ବିଭାଗ ଓ ପୋଲିସ ର ସହାୟତାରେ ସେ ନିଜର ମଦ ବୋଝେଇ ଗାଡି ଆଣି ସେଠାରେ ରଖିଥିଲେ.
ଯାହାକୁ ନେଇ ହାଇସ୍କୁଲ ପଡା ବାସୀଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି ହୋଇଥିଲା. ଜାତୀୟ ରାଜପଥ ୨୬ ଉପରେ ଏହି ମଦ ଦୋକାନ ଥିବା ବେଳେ. ଏହି ସ୍ଥାନରେ ସ୍କୁଲ, ମହିଳା ନର୍ସିଙ୍ଗ ସ୍କୁଲ. ଥିବା ବେଳେଏହାର ସାମ୍ନାରେ ସ୍କୁଲ ଛାତ୍ରୀ, ଛାତ୍ର. ମହିଳା ମାନେ ଯିବା ଆସିବା କରିବାରେ ଅସୁବିଧା ସୃଷ୍ଟି ହୋଇଥିବାରୁ ଆଜି ୱାର୍ଡ ନମ୍ବର ୯ ର ଶତାଧିକ ମହିଳା ଓ ପୁରୁଷ ମଦ ଦୋକାନ ସାମ୍ନା ଜାତୀୟ ରାଜପଥ ୨୬ କୁ ଅବରୋଧ କରିଥିଲେ. ଫଳରେ ରାସ୍ତା ର ଉଭୟ ପାର୍ଶ୍ଵ ର…