ଅଙ୍ଗନୱାଡ଼ି କର୍ମୀଙ୍କ ସମସ୍ୟା ଶୁଣିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତର ଦ୍ୱିତୀୟ…

ରାସ୍ତାସାରା ପାଣି, ଯାତାୟାତ ଠପ୍ – ୫୦ ବର୍ଷ ଧରି ମରାମତି ନାହିଁ, ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ମୁରିବାହାଲ, ୨୩/୦୭/୨୬ (ଭଗବାନ ମହାନ୍ତି): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୁରୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତା ଲଗାଣ ବର୍ଷା ପାଣିରେ ବୁଡ଼ି ରହିଥିବାରୁ…

ଟିଟିଲାଗଡ଼ରେ ବନ ବିଭାଗ କାନ୍ଥ ଭୁଷୁଡ଼ିଲା: ଚାପି ହୋଇଥିବା ଷଣ୍ଢ ଉଦ୍ଧାର, ବଡ଼ ଅଘଟଣରୁ ଅଳ୍ପକେ ରକ୍ଷା

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବନ ବିଭାଗର ବାଉଣ୍ଡ୍ରି ୱାଲ ବୁଧବାର ସକାଳେ ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ୱାଲ ଭୁଷୁଡ଼ିବା ସମୟରେ ପାଖରେ…

ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ. ଭି. ସିଂହଦେଓଙ୍କୁ ସାକ୍ଷାତ କଲେ ବ୍ରିଟିଶ ଡେପୁଟି ହାଇକମିଶନର

କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଆଜି ଲୋକସେବା ଭବନରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି। ୟୁକେ-ଭାରତ…

ଡବଲ ଇଞ୍ଜିନର ଗତି ତେଜ, କିନ୍ତୁ ବିଜେପୁର ଶୌଚାଳୟର ଦଶା ଅବଶ୍ୟ ବ୍ରେକ୍‌ରେ!

ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅଧୀନ ପୁରୁଣା ବସ୍‌ଷ୍ଟାଣ୍ଡ ପରିସରରେ ଥିବା ସାର୍ବଜନୀନ ଶୌଚାଳୟର ଦୁରବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ…

ଚାଷୀଙ୍କୁ ଓଡ଼ିଶା ସରକାରଙ୍କ ଅଗ୍ରାଧିକାର: କମ୍ ବର୍ଷା ପାଇଁ ଜରୁରୀକାଳୀନ ଯୋଜନା ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ପ୍ରସ୍ତୁତ..

ଭୁବନେଶ୍ୱର: ୨୦ ଜୁଲାଇ ୨୦୨୬ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ…

ଆବୁଧାବିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହୋତ୍ସବ

ଆବୁଧାବିରେ ବସବାସ କରୁଥିବା ଓଡ଼ିଆ ସମାଜର ଓ ଇସ୍କନ ର ମିଳିତ ଆୟୋଜନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଥିଲା। ଆବୁଧାବିସ୍ଥିତ ବିଏପିସ ହିନ୍ଦୁ…

ରାମ ମନ୍ଦିର ଚାନ୍ଦା କଳାବଜାରୀ ଅଭିଯୋଗ: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କଲା ମାଲକାନଗିରି କଂଗ୍ରେସ

ରାମ ମନ୍ଦିର ନିର୍ମାଣ ନିମନ୍ତେ ସଂଗ୍ରହ କରାଯାଇଥିବା ଚାନ୍ଦା ଏବଂ ଆର୍ଥିକ କାରବାରକୁ ନେଇ ଏବେ ସାରା ଦେଶରେ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି। ଆସ୍ଥା ନାମରେ…

ମାଲକାନଗିରି ଲ୍ୟାମ୍ପସ ରେ ଅନ ଲାଇନ ବିହନ କିଣିବା ମନା ।

ମାଲକାନଗିରି ଜିଲ୍ଲାରେ ଚାଷୀମାନେ ଏବେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାରୀ ଲାମ୍ପ୍‌ସ ମାଧ୍ୟମରେ ବିହନ କିଣିବା ସମୟରେ ଚାଷୀଙ୍କୁ କେବଳ ନଗଦ ଟଙ୍କା (କ୍ୟାସ୍)…

8 ଲକ୍ଷ ଟଙ୍କାରେ ରାସ୍ତା ନିର୍ମାଣ ହୋଇଥିଲେ ବି ବେହାଲ, ପଡ଼ିଆ ସାନ୍ତିନଗର ଗ୍ରାମବାସୀ ହଇରାଣ

ଜିଲ୍ଲା ପରିଷଦ ପାଣ୍ଠିରୁ 8 ଲକ୍ଷ ଟଙ୍କା ବ୍ୟରେ ରାସ୍ତା ଉନ୍ନତିକରଣ ହୋଇଥିବା କଥା ସୂଚନା ଫଳକରେ ଲେଖା ହୋଇଥିଲେ ମଧ୍ୟ ପଡ଼ିଆ ବ୍ଲକ ସାନ୍ତିନଗର ଗ୍ରାମର…

ହାତ ଛାଡି ପଦ୍ମ ଧରିଲେ ଖଡ଼ିଆଳ ଏନ. ଏ. ସି ଅଧ୍ୟକ୍ଷ ଉଜ୍ବଳ ଗୁପ୍ତା

ନୂଆପଡା ତା:୧୭.୦୭.୨୦୨୬ ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଓ ଉପାଧ୍ୟକ୍ଷା ଶକୁନ୍ତଳା ରାଉତ ଙ୍କ ସହ ଅନ୍ୟ ସାତ ଜଣ…