ପାଚେରୀ କାମ ନିର୍ମାଣକୁ ନେଇ ଚୁଲାପାରି ଗ୍ରାମ ବାସୀଙ୍କ ଆନ୍ଦୋଳନ

କୋରାପୁଟ….କୋରାପୁଟ ଜିଲ୍ଲା ରାଜପୁଟ ପଞ୍ଚାୟତ ଅଧୀନ ରେ ଥିବା ଚୁଲାପରି ଗ୍ରମ ପାଚେରୀ ନିର୍ମାଣଙ୍କୁ ନେଇ ଗ୍ରାମ ବାସୀଙ୍କ ଆନ୍ଦୋଳନ ତିନି ଦିନ ଧରି ଜାରି ରହିଥିଲା.…

ପାରଳାଖେମୁଣ୍ଡି ରେଳ ଷ୍ଟେସନ ଲୋକାର୍ପିତ; ମହାରାଜା ଗୌରଚନ୍ଦ୍ରଙ୍କୁ ଅବମାନନା ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି, ୧୭/୭ ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଅମୃତ ଭାରତ ଷ୍ଟେସନ ଯୋଜନାରେ ନବରୂପ ପାଇଥିବା ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଶୁକ୍ରବାର ଲୋକାର୍ପିତ ହୋଇଛି।…

ମାନବ ଚାଲାଣ ମାମଲା: ମୁଖ୍ୟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କଲେ କୋର୍ଟ

ପାରଳାଖେମୁଣ୍ଡି, ପ୍ରଭାତ କୁମାର ପାତ୍ର-: ମାନବ ବହୁଚର୍ଚ୍ଚିତ ଅଡ଼ବାରୁ ହାଇଦ୍ରାବାଦକୁ ମାନ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଜିଲ୍ଲା ଓ ଦୌରାଜଜ ଜଗଦୀଶ ପ୍ରସାଦ ମହାନ୍ତି ଉଭୟ…

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

ଭୁବନେଶ୍ୱର, ୧୪/୦୭/୨୦୨୬: ଆଜି ସମ୍ଭାବ୍ୟ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.…

ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ପାରଳାଖେମୁଣ୍ଡି, – ଗଜପତି ଜିଲ୍ଲା ରାୟଗଡ଼ ହାଟପଦା ନିକଟସ୍ଥ ବସ୍ତି ପାଖରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନକୁ ଉଚ୍ଛେଦ ଦାବିରେ ସ୍ଥାନୀୟ ବସ୍ତିବାସୀନ୍ଦା ମାନେ…

ପାଠ୍ୟପୁସ୍ତକରେ ଭୁଲ୍‌: ମାଲକାନଗିରିରେ ବିଜେଡିର ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ନେଇ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଶିକ୍ଷା ବ୍ୟବସ୍ଥା କୁ ଧ୍ୱଂସ କରିବାକୁ ବିଜେପି ସରକାରର ଷଡଯନ୍ତ୍ର ବିରୁଦ୍ଧରେ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ…

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ; ୨୩ ରୁମ୍‌ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌

ସୌମ୍ୟ ରଞ୍ଜନ ସାହୁ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଅମାପ ସମ୍ପତ୍ତି ଠାବ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ…

ଲକ୍ଷ୍ମଣନାଥ ଟୋଲ ଗେଟ୍‌ରେ ପୁଣି ଚାନ୍ଦା ଆଦାୟକାରୀଙ୍କ ଆତଙ୍କ; ଟ୍ରକ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ପୁଣି ଥରେ ଚାନ୍ଦା ଆଦାୟକାରୀ ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ବିଭିନ୍ନ ସମୟରେ ନକଲି ସରକାରୀ…

ପାହାଡ଼ ଶିଖରରେ ମୋବାଇଲ୍ ନେଟୱର୍କର ଖୋଜ; ଗଞ୍ଜାମର ୩୦ରୁ ଅଧିକ ଆଦିବାସୀ ଗ୍ରାମ ଦୁର୍ଗମ ଅଞ୍ଚଳରେ

ଡିଜିଟାଲ ଯୁଗରେ ମୋବାଇଲ ଫୋନ ଆଜି ମଣିଷର ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ, ସରକାରୀ ସେବାଠାରୁ ଆରମ୍ଭ କରି ପରିବାର…

ମାଲକାନାଗିରି ସଦର ବଙ୍ଗାଳୀ ପ୍ରାଥମିକ ବିଦ୍ୟାଳୟ ରେ ଏସ୍ ଏମ୍ ସି କମିଟି ଗଠନ ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିଟି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରି ସମସ୍ତ କ୍ଷେତ୍ରରେ କମିଟି କୁ ଆନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।…

ଜୁଲାଇ ୧୦ରୁ ଯୋଗଣ ସହାୟକଙ୍କ ସାମୂହିକ ଛୁଟି; ଦୁଇ ମାସ ଚାଉଳ ବଣ୍ଟନ ବନ୍ଦ ନେଇ ବିଡିଓଙ୍କୁ ଚିଠି

ମୁରିବାହାଲ, ୧୧/୦୭/୨୬ (ଭଗବାନ ମହାନ୍ତି): ବିଭିନ୍ନ ଦାବି ପୂରଣ ନହେବାରୁ ମୁରିବାହାଲ ବ୍ଲକର ସମସ୍ତ ଯୋଗଣ ସହାୟକ ୧୦ ଜୁଲାଇ ରୁ ସାମୂହିକ ଛୁଟିରେ ଗଲେ ।…