ଲଗାଣ ବର୍ଷାରେ ଭାଙ୍ଗିଲା ଘରପ୍ରଧାନମନ୍ତ୍ରୀ ଆବାସ ଗୃହ ସାତ ସପନ

ଲଗୁଚାପା ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତୀଲେ ପରିବାର ଲୋକ ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଆର୍ଡ ଗ୍ରାମ ପଞ୍ଚାୟତର ଖୁଆଡ଼ ଗ୍ରାମର ୯ ୱାର୍ଡ ପ୍ରଶାନ୍ତ କୁମାର ଗିରିଙ୍କ ଝାଟି ମାଟିର ଘର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମ୍ପୁର୍ଣ୍ଣ ଭାବେ ଭୁଶୁଡ଼ି ଯାଇଛି ଯାହା ଫଳରେ ପରିବାରର ୬ ଜଣ ସଦସ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ମୁଣ୍ଡ ଗୁଂଜୀବା ପାଇଁ ପର ଦ୍ବାର ସୁଣ୍ଡି ପିନ୍ଧା ହେବାକୁ ପଡୁଛି ।

ପ୍ରକୃତରେ ସରକାରୀ ଯୋଜନା କାହା ସ୍ୱାର୍ଥରେ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଏହି ଗରିବ ଅସହାୟ ଦିନ ମଜୁରିଆ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ମିଳିପାରୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ଗୁହାରି କଲେ ଶୁଣିବ କିଏ ।ଦେଖିବାକୁ ବାକି ରହିଲା ସରକାର ଏଭଳି ଗରିବ ଅସହାୟ ପରିବାର ପାଖରେ କେବେ ସରକାରୀ ଯୋଜନା ପହଞ୍ଚିବାରେ ସଫଳ ହେଉଛନ୍ତି ନା ଏଭଳି ଦୁଃଖ ଦୁର୍ଦଶାରେ ୬ ପ୍ରାଣୀ ଜୀବନ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *