ସମୃଦ୍ଧ ଚାଷୀ, ସମୃଦ୍ଧ ଦେଶ: ମୋଦୀ ସରକାରଙ୍କ ଏହାହିଁ ନିର୍ଦ୍ଦେଶ!

ଆଜି ମୟୂରଭଞ୍ଜର ରାଇରଙ୍ଗପୁର ସ୍ଥିତ ମହତାବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ପିଏମ୍ କିଷାନ ଉତ୍ସବ ଦିବସ’ ରେ ଯୋଗଦେଇଥିଲି। ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi…

ଧର୍ମଗଡ଼ରେ ଚରମ ଅବହେଳା: ରକ୍ତ ଅଭାବରୁ ଚାଲିଗଲା ମାସୁମ୍ ଶିଶୁର ଜୀବନ

କଳାହାଣ୍ଡି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ତଥା ପ୍ରଶାସନିକ ବ୍ୟବସ୍ଥାକୁ ଦୋହଲାଇ ଦେଲାଭଳି ଖବର। ରକ୍ତ ଭଣ୍ଡାରରେ ରକ୍ତର ଘୋର…

‘ବିକାଶର ଧାରା, ଓଡ଼ିଶା ସାରା’: ନୂଆପଡ଼ାରେ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତI

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜନସମ୍ପର୍କ କାର୍ଯ୍ୟକ୍ରମ ‘ବିକାଶର ଧାରା, ଓଡ଼ିଶା ସାରା’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଜାତି-ଜନଜାତି ସମ୍ବାଦ ବୈଠକ ସ୍ଥାନୀୟ ନ୍ୟାସନାଲ କଲେଜ…

ବଞ୍ଚିବା ପାଇଁ ରାସ୍ତା ଖୋଜୁଛନ୍ତି କିଷାନ ମଣ୍ଡଳ: ମିଳୁନି ବର୍ଦ୍ଧିତ ଭତ୍ତା, ଘରେ ଶଯ୍ୟାଶାୟୀ ପତ୍ନୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଘରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ପତ୍ନୀ ବିପୁଳା ମଣ୍ଡଳ ଶଯ୍ୟାଶାୟୀ ହୋଇଛନ୍ତି। ସେପଟେ ପତି କିଷାନ ମଣ୍ଡଳ ୮୨ ବର୍ଷ ବୟସରେ ବଞ୍ଚିବା ପାଇଁ ସଂଘର୍ଷ…

ପିଏମଏୱାଇ ଗୃହରେ ବେଆଇନ ତାଡ଼ି କାରବାର

ଗରିବଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଯୋଗାଇ ଦେଉଥିବାବେଳେ ଏବେ ଏଭଳି ଏକ ଗୃହ ବେଆଇନ କାରବାରର ପେଣ୍ଠସ୍ଥଳୀ ପାଲଟିଛି।…

ଡାକ୍ତରଙ୍କୁ ଅମାନୁଷିକ ଆକ୍ରମଣ ପ୍ରତିବାଦରେ କଳାବ୍ୟାଜ୍ ପିନ୍ଧି ନିରବ ପ୍ରତିବାଦ ସୁରକ୍ଷା ନମିଳିଲେ ଆନ୍ଦୋଳନ ତୀବ୍ର ହେବା ନେଇ ‘ଓମସା’ର ଚେତାବନୀ

ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି…

ମାଲକାନଗିରିରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶା ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ସଫଳ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନଠାରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମର…

ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ ନେଇ ରାଜ୍ୟସ୍ତରୀୟ କର୍ମଶାଳାରେ ଅଧ୍ୟକ୍ଷତା କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ଜୁନ୍ ୧୭: ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନଠାରେ “ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର…

ତ୍ରିପାକ୍ଷିକ ଆଲୋଚନାରେ ନିର୍ଭର ପ୍ରତିଶ୍ରୁତି ପରେ ଆଶ୍ୱସ୍ତି: ରାସ୍ତାରୋକ ଆନ୍ଦୋଳନକୁ ଜୁନ୍ ୨୨ ଯାଏଁ ସ୍ଥଗିତ ରଖିଲେ ଚାଷୀ

ବରଗଡ଼ ୧୬/୬ (ଯୁଧିଷ୍ଠିର ମହାପାତ୍ର )-ବରଗଡ଼ ଜିଲାରେ ଗତ ୧୧ ତାରିଖ ଗୁରୁବାର ଧାନ କିଣାବିକା ପ୍ରକ୍ରିୟାକୁ ମାସେ ପୂରି ସାରିଛି l ହେଲେ ଧାନ କିଣାବିକା…

ଆବୁଧାବିସ୍ଥିତ ଓଡ଼ିଆ ସମାଜର ମହିଳାମାନେ ପାରମ୍ପରିକ ରୀତିନୀତି ସହ ଉତ୍ସାହ ଓ ଆନନ୍ଦର ସହିତ ରଜ ପର୍ବ ପାଳନ କରିଛନ୍ତି।”

ଆବୁଧାବି, 14 ଜୁନ : ଆବୁଧାବିସ୍ଥିତ ଓଡ଼ିଆ ସମାଜର ମହିଳାମାନଙ୍କ ପକ୍ଷରୁ ପବିତ୍ର ରଜ ପର୍ବ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଛି। ଏହି ଅବସରରେ…

ଜିଲ୍ଳା ଆଦିବାସୀଙ୍କ ରୋଜଗାରର ମାଧ୍ୟମ ହୋଇଛ “ଟୋଲା” ।

ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ଟୋଲା ସଂଗ୍ରହ ଅନେକ ପରିବାର ଲାଗି ରୋଜଗାରର ମାଧ୍ଯମ ସାଜିଛି। ପ୍ରତିଦିନ ସକାଳୁ ଜଙ୍ଗଲରୁ ଟୋଲା ସଂଗ୍ରହ କରି ଆଦିବାସୀ…

‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ

ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ…