ମହେନ୍ଦ୍ରଗିରି ମେଳା: ପରମ୍ପରା ନା’ ପରିବେଶ ସଙ୍କଟକୁ ନେଇ ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁମହେନ୍ଦ୍ର ସୁରକ୍ଷା – ଆମ ସ୍ବାଭିମାନର ରକ୍ଷା ।
ପାରଳାଖେମୁଣ୍ଡି, – : ମହେନ୍ଦ୍ରଗିରିରେ ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୯ ଦିନିଆ ମହେନ୍ଦ୍ର ମେଳାକୁ ନେଇ ଗଜପତି ଜିଲ୍ଲାରେ ବିବାଦ ଥମିବାର ନା…
